ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଆଣିଲେ ସତୀଶ କୁମାର

୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା:  ଗୋଲ୍‌ଡ୍‌ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ଦିନ ଭାରତର ସତୀଶ କୁମାର ଶିବଲିଙ୍ଗମ୍‌ ୭୭ କେ. ଜି. ଭାର ଉତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। କ୍ରୀଡ଼ା ଆରମ୍ଭ ଦିନ ଏବଂ ତହିଁ ଆର ଦିନ ଭାରତର ମୀରାବାଈ ଚାନୁ ଏବଂ ସଞ୍ଜିତା ଚାନୁ ଦୁଇ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ସତୀଙ୍କ ସ୍ୱର୍ଣ୍ଣ ପଦକ ହେଉଛି ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣପଦକ। ଦ୍ୱିତୀୟ … Continue reading ଭାରତ ପାଇଁ ଆଉ ଏକ ସ୍ଵର୍ଣ୍ଣ ଆଣିଲେ ସତୀଶ କୁମାର